Advertisment

ପାକିସ୍ତାନର ମିଛ ମୁଖା ଖୋଲିଦେଲେ ପାକିସ୍ତାନୀ

ଭାରତର 'ଅପରେସନ ସିନ୍ଦୂର'ର ଜବରଦସ୍ତ ସଫଳତା ପରେ ପାକିସ୍ତାନର ମିଛ ମୁଖା ଖୋଲିଛନ୍ତି ଖୋଦ୍ ଜଣେ ପାକିସ୍ତାନୀ ନାଗରିକ ।

ଅଦ୍ୟତନ ହୋଇଛି
Advertisment

ଭାରତର 'ଅପରେସନ ସିନ୍ଦୂର'ର ଜବରଦସ୍ତ ସଫଳତା ପରେ ପାକିସ୍ତାନର ମିଛ ମୁଖା ଖୋଲିଛନ୍ତି ଖୋଦ୍ ଜଣେ ପାକିସ୍ତାନୀ ନାଗରିକ । ସୋସିଆଲ୍ ମିଡିଆରେ ଏକ ଭିଡ଼ିଓ ଜାରି କରି ଉକ୍ତ ପାକିସ୍ତାନୀ ନାଗରିକ ଜଣକ କହିଛନ୍ତି- ଯାହା ସତ, ତାହା ସବୁବେଳେ ସତ । ଭାରତୀୟ ସେନାର ସମସ୍ତ ୨୪ଟି ଯାକ ମିସାଇଲ୍ ଟାର୍ଗେଟ୍ ହିଟ୍ କରିଛି । ହେଲେ ସେଥିରୁ କେଉଁ ଗୋଟିକୁ ବି ରୋକି ପାରିଲାନି ଆମ ଡିଫେନସ ସିଷ୍ଟମ । ଭାରତ ପାକିସ୍ତାନ ମାଟିରେ ପଶିକି ହିଁ ହମଲା କରିଛି, ହେଲେ କୌଣସି ଗୋଟିଏ ବି ଟାର୍ଗେଟ୍ ସାଧାରଣ ଲୋକଙ୍କ ଉପରେ ହୋଇନି । ନଚେତ୍ ବହୁ ଲୋକ ମରିଥାନ୍ତେ । ଆଉ ଭାରତର ଜାହାଜକୁ ପାକିସ୍ତାନ ସେନା ମାରି ଖସାଇ ଦେଇଥିବା ଯେଉଁ ଦାବି କରୁଛି, ତାହା କେବଳ ମିଛ ଓ ବାହସ୍ଫୋଟ ।  

Advertisment
Pakistan India Pakistan War Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ