Advertisment

ପାକିସ୍ତାନରୁ ଆସିଲା ଧମକପୂର୍ଣ୍ଣ ମେସେଜ୍

ଏହି ମେସେଜ ମିଳିବା ପରଠାରୁ ମୁମ୍ବାଇ ପୋଲିସ ହାଇ ଆଲର୍ଟରେ ଅଛି। ପୋଲିସ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କ ହୋଇଯାଇଛନ୍ତି।

Advertisment

ପାକିସ୍ତାନରୁ ଧମକପୂର୍ଣ୍ଣ କଲ ଓ ମେସେଜ ଆସିବା ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ଏମିତି ଏକ ଘଟଣା ପୁଣି ଥରେ ଦେଖିବାକୁ ମିଳିଛି। ଶୁକ୍ରବାର ଏକ ପାକିସ୍ତାନୀ ନମ୍ବରରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବାକୁ ଧମକ ମିଳିଛି। ମୁମ୍ବାଇ ପୋଲିସକୁ ଏକ ପାକିସ୍ତାନୀ ନମ୍ବରରୁ ଏହି ଧମକପୂର୍ଣ୍ଣ ମେସେଜ ମିଳିଛି। ମୁମ୍ବାଇ ପୋଲିସର ଅଧିକାରୀମାନେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବାକୁ ଧମକପୂର୍ଣ୍ଣ ବାର୍ତ୍ତା ଏକ ପାକିସ୍ତାନୀ ନମ୍ବରରୁ ହ୍ବାଟ୍ସଆପ ଜରିଆରେ ଆସିଥିଲା।

Advertisment
Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ