Special Story: Pakistan Seeks Peace Talks After India\'s Operation Sindoor
Advertisment
ଅପରେସନ୍ ସିନ୍ଦୂର ପରେ ପାକିସ୍ତାନର ତୋଡ ଭାଙ୍ଗିଛି। ଭାରତ ସହ କଥା ହେବା ପାଇଁ ହେଉଛି କଲବଲ। ବୁଦ୍ଧି ଶିଖିବା ପରେ ଏବେ ଠିକ୍ ଲାଇନକୁ ଆସିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ଭାରତ ଆଗରେ ନୁଆଇଁଛନ୍ତି ମୁଣ୍ଡ। ଭାଙ୍ଗିଛ ତାଙ୍କ ଗର୍ବ। ଭାରତ ସହ କଥାବାର୍ତ୍ତା ପାଇଁ ଆଗ୍ରହ ଦେଖାଇଛନ୍ତି। ଇରାନ ଯାଇ ଭାରତ ସହ ଶାନ୍ତି ଆଲୋଚନା କରିବାକୁ ଦେଇଛନ୍ତି ପ୍ରସ୍ତାବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us