ଅଦ୍ୟତନ ହୋଇଛି
Pakistan vs India
Advertisment
ପାକିସ୍ତାନକୁ ଛାନିଆ କଲାଣି ଭାରତୀୟ କ୍ଷେପଣାସ୍ତ୍ର । ଏକ ସେକେଣ୍ଡରେ ନକ୍ସାରୁ ଉଭେଇ ଯିବ ପାକିସ୍ତାନ । ନିମିଷକେ ପାକ ମାଟିରେ ବିଧ୍ବଂସ ରଚିବେ ବ୍ରହ୍ମୋସ ଓ ଅଗ୍ନି ମିସାଇଲ୍ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ରକ୍ତ ଚାଉଳ ଚୋବାଉଛି ଭାରତ । ରକ୍ତର ବଦଲା ରକ୍ତରେ ନେବାକୁ ପ୍ରସ୍ତୁତ ହେଲାଣି ଭାରତୀୟ ସେନା । ଭାରତର କ୍ଷେପଣାସ୍ତ୍ରର ଟାର୍ଗେଟରେ ଏବେ ପୁରା ପାକିସ୍ତାନ । ଗୋଟିଏ ସେକେଣ୍ଡରେ ବିଶ୍ୱ ନକ୍ସାରୁ ସବୁଦିନ ପାଇ ଲିଭିଯିବ ପାକିସ୍ତାନ । ତେବେ ସେମିତି ଦେଖିବାକୁ ଗଲେ ଉଭୟ ଦେଶ ପାଖରେ ପରମାଣୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଛି । ତେବେ କାହା ମିସାଇଲରେ କେତେ ଦମ୍ ଆସନ୍ତୁ ଦେଖିବା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us