Special Story: Pakistan\'s ISI and Lashkar-e-Taiba Orchestrated Pahalgam Terror Attack: NIA
Advertisment
ପହଲଗାମ ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର କରିଥିଲେ ପାକିସ୍ତାନ ଆର୍ମି । ପାକାସ୍ତାନ ଗୁଇନ୍ଦା ସଂସ୍ଥା ISI ଓ ଆତଙ୍କୀ ସଂଗଠନ ଲସ୍କର-ଇ-ତୋଇବା । ବରିଷ୍ଠ ISI ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ଲସ୍କର-ଇ-ତଇବା ହେଡକ୍ବାର୍ଟର୍ସରେ ଏହି ନରସଂହାରର ପ୍ଲାନିଂ ହୋଇଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us