Advertisment

ଏୟାର ଡିଫେନ୍ସ ସିଷ୍ଟମ୍ ଆଗରେ ଫୁସ୍ ପାକିସ୍ତାନୀ ମିଶନ୍

ଭାରତର ଉତ୍ତର ଓ ପଶ୍ଚିମ ପ୍ରାନ୍ତରେ ସୁରକ୍ଷା ପ୍ରାଚୀର ଭଳି ଠିଆ ହୋଇଛନ୍ତି S400 ସୁଦର୍ଶନ ଚକ୍ର ସହ SAMAR, ଆକାଶ, ପେଚୋରା ଓ C-UAS ଗ୍ରୀଡ୍ ଏୟାର ଡିଫେନ୍ସ ସିଷ୍ଟମ।

Advertisment

ଭାରତର କାଉଣ୍ଟର ଆଟାକରେ ପାକିସ୍ତାନର କିଲିବିଲି ଅବସ୍ଥା। ତିନି ସେନାର ପ୍ରଚଣ୍ଡ ପ୍ରହାରରେ ରକ୍ତ ଚାଉଳ ଚୋବାଇ ଘନଘନ ମିସାଇଲ୍ ମାଡ଼ କରୁଛି। କିନ୍ତୁ ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ଭେଦି ପାରୁ ନାହାନ୍ତି ପାକିସ୍ତାନ ମିସାଇଲ୍ କି ଡ୍ରୋନ୍। ମଝି ଆକାଶରେ କାମ ଖତମ କରୁଛି ବାୟୁସେନା। ଚୁଟକିରେ ଉଡ଼ାଇ ଦେଉଛି କ୍ଷେପଣାସ୍ତ୍ର ଓ ଡ୍ରୋନ୍। ଭାରତର ଉତ୍ତର ଓ ପଶ୍ଚିମ ପ୍ରାନ୍ତରେ ସୁରକ୍ଷା ପ୍ରାଚୀର ଭଳି ଠିଆ ହୋଇଛନ୍ତି S400 ସୁଦର୍ଶନ ଚକ୍ର ସହ SAMAR, ଆକାଶ, ପେଚୋରା ଓ C-UAS ଗ୍ରୀଡ୍ ଏୟାର ଡିଫେନ୍ସ ସିଷ୍ଟମ। 

Advertisment
India Pakistan Drone Attack Air Defence Systems
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ