Pakistan Denies Airspace
Advertisment
ଶତ୍ରୁ କେବେ ମିତ୍ର ହୁଏନି । ସୈତାନ ସବୁବେଳେ ସୈତାନ । ଯେତେ ଯାହା ହେଲେ ବି କେବେ ସୁଧୁରିବନି ତା’ ଗୁଣ । ଯେଉଁ ବେଇମାନକୁ ସେହି ବେଇମାନ ହିଁ ରହିବ । ନା କାହାକୁ ସାହାଯ୍ୟ କରିବ ନା କାହା ସହ ଶାନ୍ତିରେ ରହିପାରିବ । ପୁଣି ପଦାରେ ପଡିଛି ପାକିସ୍ତାନର ଧୋକାବାଜ ଚରିତ୍ର । କରିଛି ହୀନକାମ । ଭାରତୀୟ ବିମାନକୁ ଅନୁମତି ଦେଲାନି କ୍ରୁର ପାକ୍ । ମଝି ଆକାଶରେ ଅଘଟଣରୁ ବର୍ତ୍ତିବା ପାଇଁ ସହାୟତା ମାଗିଥିଲା ଇଣ୍ଡିଗୋ । ହେଲେ ଏୟାରସ୍ପେଶ୍ ଦେବାକୁ ମନା କରିଦେଲା ପାକିସ୍ତାନ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us