Advertisment

ଫଣା ଟେକୁଛି ପାକ୍

#ପୁଣି_ଫଣା_ଟେକୁଛି_ପାକ୍ ଭାରତ ମାଡ଼ରେ ଘାଇଲା ହେବା ପରେ ପୁଣି ଥରେ ଫଣା ଟେକିବା ଆରମ୍ଭ କରିଛି ପାକିତାନ । ପାକ୍ ସେନା କହୁଛି ଆତଙ୍କୀର ଭାଷା । ଆତଙ୍କବାଦୀ ହାପିଜ୍ ସଇଦ ଯେଭଳି ଭରତକୁ ଧମକ୍ ଦିଏ, ଠିକ୍ ସେହିଭଳି ଆତଙ୍କୀର ଭାଷା ପାକ୍ ସେନା ପ୍ରବକ୍ତାଙ୍କ ମୁହଁରୁ ଶୁଣିବାକୁ ମିଳିଛି ।

Advertisment

#ପୁଣି_ଫଣା_ଟେକୁଛି_ପାକ୍
 ଭାରତ ମାଡ଼ରେ ଘାଇଲା ହେବା ପରେ ପୁଣି ଥରେ ଫଣା ଟେକିବା ଆରମ୍ଭ କରିଛି ପାକିତାନ । ପାକ୍ ସେନା  କହୁଛି ଆତଙ୍କୀର ଭାଷା   ।   ଆତଙ୍କବାଦୀ ହାପିଜ୍ ସଇଦ ଯେଭଳି ଭରତକୁ ଧମକ୍ ଦିଏ, ଠିକ୍ ସେହିଭଳି ଆତଙ୍କୀର ଭାଷା ପାକ୍ ସେନା ପ୍ରବକ୍ତାଙ୍କ ମୁହଁରୁ ଶୁଣିବାକୁ ମିଳିଛି ।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ