Pahalgam Terror Attack Devastates Kashmir\'s Tourism Industry
Advertisment
ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସମଗ୍ର କାଶ୍ମୀର ଉପତ୍ୟକା ବର୍ତ୍ତମାନ ଏକପ୍ରକାର ନିସ୍ତବ୍ଧ ହୋଇପଡିଛି। ଏହି ଆକ୍ରମଣର କାଶ୍ମୀରର ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିବାବେଳେ ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାର ଜ୍ବଳନ୍ତ ଉଦାହରଣ ଶ୍ରୀନଗର ସହରରେ ଥିବା ଡାଲ୍ ହ୍ରଦର ସ୍ଥିତିରୁ ଉପଲବ୍ଧି କରିହେବ। କିଛି ଦିନ ପୂର୍ବେ ଯେଉଁ ଡାଲ୍ ହ୍ରଦ ପର୍ୟ୍ୟଟକଙ୍କ କୋଳାହଳରେ ଉଛୁଳି ପଡୁଥିଲା, ସେଠାରେ ବର୍ତ୍ତମାନ ଶ୍ମଶାନର ନିରବତା ବିରାଜମାନ କରୁଛି !
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us