Advertisment

Pahalgam Terror Attack: ହାତରୁ ମେହେନ୍ଦି ନଲିଭୁଣୁ ଲିଭିଗଲା ମଥାର ସିନ୍ଦୁର

୬ ଦିନ ତଳେ ପଡିଥିଲା ହାତଗଣ୍ଠି । ହାତରୁ ମେହେନ୍ଦି ନଲିଭୁଣୁ ଲିଭିଗଲା ସିନ୍ଦୁର । ଯାହା ହାତ ଧରି ବାକି ଜୀବନ କାଟିବାକୁ ସ୍ୱପ୍ନ ଦେଖିଥିଲେ ତାଙ୍କୁ ଅଧାବାଟରୁ ଛଡାଇନେଲେ ଆତଙ୍କବାଦୀ ।

ଅଦ୍ୟତନ ହୋଇଛି
Advertisment

୬ ଦିନ ତଳେ ପଡିଥିଲା ହାତଗଣ୍ଠି । ଆଖିରେ ଆଖିଏ ସ୍ୱପ୍ନ ନେଇ ସାଜିଥିଲେ ନବବଧୂ । ଅହିସୁଲକ୍ଷଣି ହେବା ପାଇଁ ପାଇଥିଲେ ଆଶୀର୍ବାଦ । ନିଜ ଜୀବନସାଥୀଙ୍କ ହାତ ଧରି ଗଢ଼ିଥିଲେ ନୂଆ ସଂସାର । ବିବାହ ପରେ ହନିମୁନ ପାଇଁ କାଶ୍ମୀର ପହଲଗାମ୍ ବୁଲି ଯାଇଥିଲେ ନବଦମ୍ପତି । ମାତ୍ର ହାତରୁ ମେହେନ୍ଦି ନଲିଭୁଣୁ ଲିଭିଗଲା ସିନ୍ଦୁର । ଯାହା ହାତ ଧରି ବାକି ଜୀବନ କାଟିବାକୁ ସ୍ୱପ୍ନ ଦେଖିଥିଲେ ତାଙ୍କୁ ଅଧାବାଟରୁ ଛଡାଇନେଲେ ଆତଙ୍କବାଦୀ ।

Advertisment
Terrorist Attack Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ