Advertisment

ପଦାରେ ପଡ଼ିଲା ପାକିସ୍ତାନର ଅସଲ ଚେହେରା

ପଦାରେ ପଡ଼ିଲା ପାକିସ୍ତାନର ଅସଲ ଚେହେରା। ପହଲଗାମ୍ ହମଲା ପରେ ଦୁଃଖ ପ୍ରକାଶ ତ କଲେନି ବରଂ ଯେଉଁ ନରରାକ୍ଷସମାନେ ନିରୀହ ଲୋକଙ୍କୁ ହତ୍ୟା କଲେ ତାଙ୍କୁ ସ୍ବାଧୀନତା ସଂଗ୍ରାମୀ ବୋଲି ଆଖ୍ୟା ଦେଲେ। ପ୍ରେସମିଟରେ ପାକ୍ ଉପପ୍ରଧାନମନ୍ତ୍ରୀଙ୍କ ବୟାନକୁ ସବୁଆଡ଼େ ନିନ୍ଦା।

Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ