Advertisment

Pahalgam Attack: ପଲଗାମ ପର୍ଯ୍ୟଟକ ହତ୍ୟା ପଛରେ ଆତଙ୍କୀ ସୈଫୁଲ୍ଲା କସୁରୀ

ସୈଫୁଲ୍ଲା କସୁରୀ ପାକିସ୍ତାନ ପେସାୱାର ହେଡକ୍ବାର୍ଟରର ମୁଖ୍ୟ ଭାବେ କାମ କରେ । ସେ ହାଫିଜର ରାଜନୈତିକ ଦଳ ମିଲି ମୁସଲିମ ଲିଗ୍ ର ସଭାପତି ଅଛି ।

Advertisment

କାଶ୍ମୀର ପଲଗାମ ପର୍ଯ୍ୟଟକ ନରସଂହାର ପଛରେ ଆତଙ୍କୀ ସୈଫୁଲ୍ଲା କସୁରୀ ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି। ତେବେ ଏହି ସୈଫୁଲ୍ଲା କସୁରୀ କିଏ ? ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ସିନିୟର କମାଣ୍ଡର ହେଉଛି ସୈଫୁଲ୍ଲା କସୁରୀ ଓରଫ ଖାଲିଦ୍। ସେ ଲସ୍କର-ଇ-ତୋଇବା ସଂଗଠନର ପ୍ରତିଷ୍ଠାତ ତଥା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ବୋଲି ଜଣାପଡ଼ିଛି । ସୈଫୁଲ୍ଲା କସୁରୀ ପାକିସ୍ତାନ ପେସାୱାର ହେଡକ୍ବାର୍ଟରର ମୁଖ୍ୟ ଭାବେ କାମ କରେ । ସେ ହାଫିଜର ରାଜନୈତିକ ଦଳ ମିଲି ମୁସଲିମ ଲିଗ୍ ର ସଭାପତି ଅଛି । 

Advertisment
Pahalgam Terrorist Attack Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ