Advertisment

ଆଇନ ପାଲଟିଲା ଅନଲାଇନ୍ ଗେମିଂ ବିଲ୍

ଆଇନରେ ପରିଣତ ହେଲା ଅନଲାଇନ୍ ଗେମିଂ ବିଲ୍- ୨୦୨୫। ସଂସଦର ଉଭୟ ଗୃହରେ ପାରିତ ପରେ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ। ଅନଲାଇନ୍ ମନି ଗେମ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ରହିଛି ୫ ବର୍ଷ ଜେଲ୍ ସାଙ୍ଗକୁ ୨ କୋଟି ଯାଏଁ ଜରିମାନା ପ୍ରାବଧାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ