ଅଦ୍ୟତନ ହୋଇଛି
Special Story: Odisha Navodaya Students Face Abuse in Jharkhand, Demand Immediate Return
Advertisment
ଆମକୁ ଏଠାରୁ ଫେରାଇ ନିଅ। ଆମେ ଏଠାରେ ମାନସିକ ଆଉ ଶାରିରୀକ ନିର୍ଯାତନା ପାଉଛୁ। ଆମକୁ କେହି ସହଯୋଗ କରୁ ନାହାନ୍ତି। ମାଇଗ୍ରେସନ୍ରେ ଯାଇଥିବା ନବୋଦୟ ଛାତ୍ରଙ୍କ ଆସିଛି ଏମିତି ସାଂଘାତିକ ଅଭିଯୋଗ। ଶିକ୍ଷା ପାଇଁ ବାହାର ରାଜ୍ୟକୁ ଯାଇ ଏମିତି ନିର୍ଯାତନାର ଶିକାର ହେଉଛନ୍ତି ନବୋଦୟ ଛାତ୍ର।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us