ଆମେ ଦେଖିଛୁ ମିସାଇଲ୍ ମାଡ଼
Advertisment
ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢ଼ିବାରେ ଲାଗିଛି । ଅପରେସନ୍ ସିନ୍ଦୂର ପରେ ରକ୍ତ ଚାଉଳ ଚଚୋବାଉଛି ପାକ୍ । ଭାରତ ଉପରକୁ ଘନଘନ ଡ୍ରୋନ୍ ଆକ୍ରମଣ କରୁଛି । କିନ୍ତୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ ପାକ୍ର ସମସ୍ତ ଡ୍ରୋନ୍କୁ ଧ୍ୱଂସ କରିବାରେ ସଫଳ ହେଉଛି । ସେପଟେ ଜାମ୍ମୁ-କାଶ୍ମୀରରେ ପାକିସ୍ତାନର ମିଶାଇଲ୍ ଓ ଡ୍ରୋନ ମାଡ଼କୁ ନିଜ ଆଖିରେ ଦେଖିଛନ୍ତି ଏଇ ଓଡ଼ିଆ ଛାତ୍ର । ପାକିସ୍ତାନ ଡ୍ରୋନକୁ କେମିତି ଖସାଉଥିଲେ ଭାରତୀୟ ସେନା ସେ ଦୃଶ୍ୟ ବି ଦେଖିଛନ୍ତି । ଶୁଣନ୍ତୁ ସେଇ ସମୟର ଛାତିଥରା ଦୃଶ୍ୟକୁ ଦେଖିଥବା ଓଡ଼ିଆ ଛାତ୍ରଙ୍କ କଣ ରହିଛି ପ୍ରତିକ୍ରିୟା।...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us