ଅଦ୍ୟତନ ହୋଇଛି
Northeast Floods
Advertisment
ଘୁ ଘୁ ହୋଇ ମାଡିଆସୁଛି ପାଣି । ବୁଡୁଛି ଘର, ବୁଡୁଛି ସହର । କେଉଁଠି ଗାଡି ମଟର ଭାସୁଛି ତ ଆଉ କେଉଁଠି ଭାସି ଯାଉଛନ୍ତି ଲୋକେ । ଯୁଆଡେ ଆଖି ପକାଇବ ସିଆଡେ ଖାଲି ପାଣି ଆଉ ପାଣି । ସିକ୍କିମଠୁ ଆରମ୍ଭ କରି ଅରୁଣାଚଳ ଯାଏ ହାହାକାର । ଆସାମରୁ ମଣିପୁର ଯାଏଁ ଜଳ ପ୍ରହାର । ତାଣ୍ଡବ ରଚିଛି ପ୍ରକୃତି । ଅଉ ଇଏ ହେଉଛି ତା’ର ବିକରାଳ ରୂପ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us