Advertisment

ଉତ୍ତରପୂର୍ବରେ ଜଳପ୍ରଳୟ; ଭାସିଲା ଘରଦ୍ୱାର, ଗାଡିମୋଟର

ଯୁଆଡେ ଦେଖିବ ସିଆଡେ କେବଳ ପାଣି ଆଉ ପାଣି । ବୁଡ଼ିଲା ଘର, ଗାଁ ଓ ବଜାର । ତାଣ୍ଡବ ରଚିଲା ବର୍ଷା । ମାଡ଼ି ଆସିଲା ନଦୀ ଜଳ । ଆଗୁଆ ମୌସୁମୀ ସବୁ ସାରିଦେଲା । ତାତିରୁ ତ୍ରାହି ଦେଲା, ହେଲେ ବୁଡ଼ାଇ ମାରିଲା । କରାଳ ରୂପ ଦେଖାଇଲା ପ୍ରକୃତି ।

ଅଦ୍ୟତନ ହୋଇଛି
Advertisment

ଯୁଆଡେ ଦେଖିବ ସିଆଡେ କେବଳ ପାଣି ଆଉ ପାଣି । ବୁଡ଼ିଲା ଘର, ଗାଁ ଓ ବଜାର । ତାଣ୍ଡବ ରଚିଲା ବର୍ଷା । ମାଡ଼ି ଆସିଲା ନଦୀ ଜଳ । ଆଗୁଆ ମୌସୁମୀ ସବୁ ସାରିଦେଲା । ତାତିରୁ ତ୍ରାହି ଦେଲା, ହେଲେ ବୁଡ଼ାଇ ମାରିଲା । କରାଳ ରୂପ ଦେଖାଇଲା ପ୍ରକୃତି । ରଚିଲା ତାଣ୍ଡବ । ଉବୁଟୁବୁ ହେଲା ଦେଶର ଉତ୍ତରପୂର୍ବ ରାଜ୍ୟ ମଣିପୁର, ଆସାମ, ଅରୁଣାଚଳପ୍ରଦେଶ, ମେଘାଳୟ ଓ ମିଜୋରାମ ।  

Advertisment
Northeast India Massive Flooding
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ