Advertisment

କୁକୁର ହଟିବା ପରେ...

ଯଦି ରାଜଧାନୀ ନୂଆଦିଲ୍ଲୀର ରାଜପଥରୁ ଆସନ୍ତା ୨ ମାସ ମଧ୍ୟରେ ହଟିଯିବେ ବୁଲା କୁକୁର? ଏହା ପରେ ଦିଲ୍ଲୀ ସଡକ କଣ ହୋଇଯିବ ସେଫ୍ ଆଉ ସେକିଓର୍? ଦିଲ୍ଲୀ ରାଜରାସ୍ତାରେ ଆଉ ରହିବନି ବୁଲା ପଶୁପକ୍ଷୀଙ୍କ ଦୌରତ୍ମ୍ୟ! କିନ୍ତୁ ଏହା ବି ଘଟିପାରେ। ଏଠାକାର ବୁଲା କୁକୁରଙ୍କୁ ବାନ୍ଧିନେଇ ସେଲ୍ଟରେ ରଖିବାର ୪୮ ଘଂଟା ଭିତରେ ଗାଜିଆବାଦ ଓ ଫରିଦାବାଦରୁ ରାଜଧାନୀକୁ ଧସେଇ ପାଶିଆସି ପାରନ୍ତି ୨ ଲକ୍ଷ ବୁଲା କୁକୁର। ନ ହେଲେ ହୋ ହୋ ହେଇ ମାଡି ଆସିପାରନ୍ତି ଆଖପାଖର ବଣଜଙ୍ଗଲରେ ଘୂରୁଥିବା ଅମାନିଆ ମାଙ୍କଡପଲ। ଆରମ୍ଭ କରିଦେଇପାରନ୍ତି ସେମାନଙ୍କ ଅଣନିଃଶ୍ବାସୀ ମାଙ୍କଡାମୀ। ଶେଷରେ ଟଣାଠୁ ବଳି ପଡିବ ଘୋଷରା । ଏମିତି ଆଶଙ୍କା ପ୍ରକାଶ କରିଛନ୍ତି ବିଜେପି ନେତ୍ରୀ ତଥା ବିଶିଷ୍ଟ ପରିବେଶବିତ୍ ମାନେକା ଗାନ୍ଧୀ। ଦିଲ୍ଲୀ ଏନସିଆର ଅଂଚଳରୁ ଆସନ୍ତା ୨ ମାସ ଭିତରେ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମ କୋର୍ଟର ନିର୍ଦ୍ଦେଶ ପରେ ଏପରି ଆଶଙ୍କା ବ୍ୟକ୍ତ କରିଛନ୍ତି ମାନେକ। ବୁଲା କୁକୁରଙ୍କୁ ରାଜପଥରୁ ହଟାଇବା ଘଟଣା ନୂଆ ନୁହେଁ। ଅତୀତରେ ପୃଥିବୀର ଅନେକ ସହରରେ ଏ ନେଇ ପଦକ୍ଷେପ ନିଆଯାଇଛି। ହେଲେ ମିଳିଛି ନେଗେଟିଭ୍ ରେଜଲ୍ଟ।

Stray Dog
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ