Affair
ପରକୀୟା ସମ୍ପର୍କକୁ ନେଇ ସମାଜ ଓ ପରିବାରରେ ସବୁବେଳେ ଲାଗି ରହିଛି ବିବାଦ । ଏହାକୁ ନେଇ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ଝଡ଼ ଉଠୁଛି । ଆମ ସମାଜ ମଧ୍ୟ ପରକୀୟା ସମ୍ପର୍କକୁ ଭଲ ଦୃଷ୍ଟିରେ ଦେଖେ ନାହିଁ । ଏଭଳି ସମୟରେ ଏକ କୋର୍ଟ ରାୟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା । ଏକ କୋର୍ଟ କହିଛନ୍ତି, ବିବାହିତ ପୁରୁଷଙ୍କ ସହ ସମ୍ପର୍କ ରଖିପାରିବେ ମହିଳା । ମହିଳା ଯେଉଁ ପୁରୁଷ ସହ ଚାହିଁବେ ରହିପାରିବେ, ସେ ବିବାହିତ ହୋଇଥାନ୍ତୁ ନା କାହିଁକି । ତାଙ୍କୁ ଆଇନ ରୋକିପାରିବ ନାହିଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)