Advertisment

କମ୍ବିଂ ଜୋରଦାର ଆତଙ୍କୀଙ୍କୁ ଖୋଜୁଛି NIA

#କମ୍ବିଂ_ଜୋରଦାର_ଆତଙ୍କୀଙ୍କୁ_ଖୋଜୁଛି_NIA ପହଲଗାମର ଗ୍ରାଉଣ୍ଡ ଜିରୋରେ ତନ ତନ କରି ଯାଞ୍ଚ କରୁଛି NIA। ଜଙ୍ଗଲରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଆକାଶରେ ହେଲିକପ୍ଟର ବି ପଇଁତରା ମାରୁଛି। ଆତଙ୍କୀଙ୍କ ସମେତ ସେମାନଙ୍କୁ ସାହାଯ୍ୟ କରୁଥିବା ସ୍ଥାନୀୟ ଲୋକଙ୍କୁ ବି ଖୋଜି ବୁଲୁଛି ଟିମ୍।

Advertisment

#କମ୍ବିଂ_ଜୋରଦାର_ଆତଙ୍କୀଙ୍କୁ_ଖୋଜୁଛି_NIA 

ପହଲଗାମର ଗ୍ରାଉଣ୍ଡ ଜିରୋରେ  ତନ ତନ କରି ଯାଞ୍ଚ କରୁଛି NIA। ଜଙ୍ଗଲରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଆକାଶରେ ହେଲିକପ୍ଟର ବି ପଇଁତରା ମାରୁଛି। ଆତଙ୍କୀଙ୍କ ସମେତ ସେମାନଙ୍କୁ ସାହାଯ୍ୟ କରୁଥିବା ସ୍ଥାନୀୟ ଲୋକଙ୍କୁ ବି ଖୋଜି ବୁଲୁଛି ଟିମ୍। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ