Last updated: 06 September 2022, 09:35 PM IST
ଜଳ ତାଣ୍ଡବରେ କଲବଲ ସିଲିକନ୍ ସିଟି । ବର୍ଷା ବିତ୍ପାତରେ ବେହାଲ୍ ଆଇଟି ନଗରୀ । ବେଙ୍ଗାଲୁରୁ ଅବସ୍ଥା କିଭଳି ତାହା ନକହିବା ଭଲ । କେଉଁଠି ଟ୍ରାକ୍ଟରରେ ବସି ଗନ୍ତବ୍ୟସ୍ଥଳକୁ ଯାତ୍ରା ତ କେଉଁଠି ବିପଜ୍ଜନକ ପୋଲ ପାର୍ କରାଉଛି ବୁଲଡୋଜର । ଆଇଟି ନଗରୀକୁ ଏବେ ବଡ଼ ସାହାରା ଟ୍ରାକ୍ଟର । ସହର ସାରା ଚାଲୁଛି ମାଳ ମାଳ ଟ୍ରାକ୍ଟର ।