Advertisment

Video: ବିମାନ ଯାତ୍ରା ବେଳେ ହ୍ୟାଣ୍ଡ ବ୍ୟାଗ୍ କଟକଣା

ବିମାନ ଯାତ୍ରା ଆଗରୁ ନିଜ ବ୍ୟାଗ୍ ଓଜନ ଚେକ୍ କରନ୍ତୁ । ସାଙ୍ଗରେ ନେଉଥିବା ବ୍ୟାଗରେ କେତେ କିଲୋ ସାମାନ ଅଛି । ୭ କିଲୋରୁ ଅଧିକ ହେଲେ, ଲାଗିବ ଡବଲ ଚାର୍ଜ ।

Advertisment

ବିମାନ ଯାତ୍ରା ବେଳେ ହ୍ୟାଣ୍ଡ ବ୍ୟାଗ୍ ଓଜନରେ କଟକଣା । ଆଉ ମନ ଇଛା ସୁଟକେସ୍ କି ଓଜନିଆ ବ୍ୟାଗ୍ ସାଙ୍ଗରେ ନେଇ ଯାଇପାରିବେନି ଯାତ୍ରୀ । ଲଗେଜ ବାଦ୍ ଆଉ ବଡ଼ ସୁଟକେସ୍ ନୁହେଁ କେବଳ ଗୋଟିଏ ଛୋଟ ହ୍ୟାଣ୍ଡ ବ୍ୟାଗ୍ ସାଙ୍ଗରେ ନେଇ ପାରିବେ ଯାତ୍ରୀ, ଏପରିକି ୭ କିଲୋରୁ ଅଧିକ ଓଜନର ହ୍ୟାଣ୍ଡବ୍ୟାଗ୍ ନେଉଥିଲେ ଲାଗିବ ଡବଲ୍ ଚାର୍ଜ । ଏଭଳି ନିୟମ ଲାଗୁ ହେବାକୁ ଯାଉଛି ।

Advertisment
India Airlines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ