Advertisment

ଆମ ଯୁଦ୍ଧାସ୍ତ୍ରର ତାକତ ବିଶ୍ବ ଦେଖିଲା

ଆମ_ଯୁଦ୍ଧାସ୍ତ୍ରର_ତାକତ_ବିଶ୍ବ_ଦେଖିଲା’ ବ୍ରହ୍ମୋସ ମିଜାଇଲ୍ ତାକତକୁ ତ ପାକିସ୍ତାନ ସ୍ବୀକାର କରିସାରିଛି । ବ୍ରହ୍ମୋସ ଘନ ଅନ୍ଧକାର ମଧ୍ୟରେ ପାକିସ୍ତାନକୁ ଆଲୋକ ଦେଖାଇଛି। ଏଣିକି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ନିଜ ଚମକ ସମଗ୍ର ବିଶ୍ବକୁ ଦେଖାଇଛି । ଗୁଜରାଟ ଭୁଜ୍ ଏୟାରବେସରେ ଉଦବୋଧନ ଦେଇ ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

Advertisment

ଆମ_ଯୁଦ୍ଧାସ୍ତ୍ରର_ତାକତ_ବିଶ୍ବ_ଦେଖିଲା’
ବ୍ରହ୍ମୋସ ମିଜାଇଲ୍ ତାକତକୁ ତ ପାକିସ୍ତାନ ସ୍ବୀକାର କରିସାରିଛି । ବ୍ରହ୍ମୋସ ଘନ ଅନ୍ଧକାର ମଧ୍ୟରେ ପାକିସ୍ତାନକୁ ଆଲୋକ ଦେଖାଇଛି। ଏଣିକି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ନିଜ ଚମକ ସମଗ୍ର ବିଶ୍ବକୁ ଦେଖାଇଛି । ଗୁଜରାଟ ଭୁଜ୍ ଏୟାରବେସରେ  ଉଦବୋଧନ ଦେଇ ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

Advertisment
Rajnath Singh BrahMos Missile
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ