Advertisment

ଆଜି ଭୋଟ୍ ହେଲେ NDA ୩୦୦+

ମୋଦିଙ୍କ ସପକ୍ଷରେ ଦେଶର ମୁଡ୍। ଆଜି ଲୋକସଭା ନିର୍ବାଚନ ହେଲେ NDAକୁ ମିଳିବ ୩ଶହରୁ ଅଧିକ ଆସନ। ଇଣ୍ଡିଆ ଟୁଡେ- ସି ଭୋଟର୍ ମୁଡ୍ ଅଫ୍ ଦି ନେସନ୍ ସର୍ଭେରୁ ସାମ୍ନାକୁ ଆସିଲା ଆକଳନ। ରିପୋର୍ଟ ଅନୁସାରେ, ଆଜି ଦେଶରେ ଲୋକସଭା ନିର୍ବାଚନ ହେଲେ ପୁଣି NDA ନିଜ ଦବଦବା ଜାହିର କରିବା ସହ ୩୨୪ ଆସନ ଜିତିବ। BJPକୁ ମିଳିବ ୨୬୦ ସିଟ୍। ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ମେଣ୍ଟର ସିଟ୍ ସଂଖ୍ୟା ୨୦୮କୁ ଖସିପାରେ ବୋଲି କହୁଛି ସର୍ଭେ। ଜୁଲାଇ ୧ରୁ ଅଗଷ୍ଟ ୧୪ ଭିତରେ ହୋଇଥିଲା ଏହି ଇଣ୍ଡିଆ ଟୁଡେ- ସି ଭୋଟର୍ ମୁଡ୍ ଅଫ୍ ଦି ନେସନ୍ ସର୍ଭେ।

ଅଦ୍ୟତନ ହୋଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ