Advertisment

ସାଂସଦଙ୍କ ଏକା ଥରେ ବଢ଼ିଲା ୨୪ ହଜାର ଟଙ୍କା

କର୍ମଚାରୀଙ୍କ ପାଇଁ ନାହିଁ । କିନ୍ତୁ ସାଂସଦଙ୍କ ଏକା ଥରେ ବଢ଼ିଲା ୨୪ ହଜାର ଟଙ୍କା । କର୍ମଚାରୀଙ୍କୁ ଦେଲେନି, ହେଲେ ନିଜେ ନେଇଗଲେ ୨୪% ଅଧିକ ଦରମା । ପ୍ରତିବର୍ଷ ରାଜରାସ୍ତାରେ ବସୁଛନ୍ତି ପାଚିକା, ଅଙ୍ଗନବାଡ଼ ଦିଦି ଏବଂ ଅଧ୍ୟାପକ ଓ ଶିକ୍ଷକ ଶିକ୍ଷୟିତ୍ରୀ । ନିଜ ସ୍ବଳ୍ପ ଦରମା ଓ ହକ୍‌ ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବି ରଖି ଆସୁଛନ୍ତି  ଏବଂ ଲଢ଼େଇ ବି କରୁଛନ୍ତି ।

ଅଦ୍ୟତନ ହୋଇଛି

MPs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ