Advertisment

୨୨ ମିନିଟରେ ପହଲଗାମ ବଦଲା

ଏପ୍ରିଲ୍ ୨୨ର ବଦଲା ମାତ୍ର ୨୨ ମିନିଟରେ ଏପ୍ରିଲ୍ ୨୨ର ବଦଲା ମାତ୍ର ୨୨ ମିନିଟରେ ନେଲା ଭାରତ । ପହଲଗାମ୍ ଲୋମହର୍ଷକ ଆତଙ୍କୀ କାଣ୍ଡକୁ ଆଜି ମାସେ ପୂରିଥିବା ବେଳେ ରାଜସ୍ଥାନରେ ଏଭଳି ସିଂହନାଦ ସହ ପାକିସ୍ତାନକୁ ଜୋରଦାର ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଆଗକୁ ପ୍ରତିଟି ଆତଙ୍କୀ ହମଲା ପାଇଁ ପାକିସ୍ତାନକୁ ବହୁ ମୂଲ୍ୟ ଦେବାକୁ ହେବ। ସମୟ ଓ ପଦ୍ଧତି ସେନା ନିର୍ଦ୍ଧାରଣ କରିବ, ସର୍ତ୍ତ ବି ଆମର ରହିବ।

Advertisment

ଏପ୍ରିଲ୍ ୨୨ର ବଦଲା ମାତ୍ର ୨୨ ମିନିଟରେ 
ଏପ୍ରିଲ୍ ୨୨ର ବଦଲା ମାତ୍ର ୨୨ ମିନିଟରେ ନେଲା ଭାରତ । ପହଲଗାମ୍ ଲୋମହର୍ଷକ ଆତଙ୍କୀ କାଣ୍ଡକୁ ଆଜି ମାସେ ପୂରିଥିବା ବେଳେ ରାଜସ୍ଥାନରେ ଏଭଳି ସିଂହନାଦ ସହ ପାକିସ୍ତାନକୁ ଜୋରଦାର ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଆଗକୁ ପ୍ରତିଟି ଆତଙ୍କୀ ହମଲା ପାଇଁ ପାକିସ୍ତାନକୁ ବହୁ ମୂଲ୍ୟ ଦେବାକୁ ହେବ। ସମୟ ଓ ପଦ୍ଧତି ସେନା ନିର୍ଦ୍ଧାରଣ କରିବ, ସର୍ତ୍ତ ବି ଆମର ରହିବ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ