Plane Crash
Advertisment
କଥାରେ ଅଛି ରଖେ ହରି ତ ମାରେ କିଏ । ଯାହା ଆଜି ସତ ସତ ପ୍ରମାଣିତ ହୋଇଯାଇଛି । ଗୁରୁବାର, ଏୟାର ଇଣ୍ଡିଆ ଫ୍ଲାଇଟ୍ 171 ବିମାନ ଉଡ଼ାଣ ଭରିବା ମାତ୍ରେ ହୋଇଥିଲା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ବିମାନରେ ଥିବା ସମସ୍ତ ୨୪୨ ଜଣଙ୍କ ମୃତ୍ୟୁ ହୋଇଥିବା ପାଖାପାଖି ନିଶ୍ଚିତ ହୋଇଥିଲା । ହେଲେ ସମସ୍ତଙ୍କ ହୋସ୍ ସେତେବେଳେ ଉଡିଗଲା, ଯେବେ ଖବର ଆସିଲା ପ୍ଲେନ କ୍ରାସରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣେ ଯାତ୍ରୀଙ୍କୁ ଉଦ୍ଧାର କରଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us