Advertisment

ପାଇଲଟ୍ ସ୍ବାମୀଙ୍କୁ ସେନାରେ କାର୍ଯ୍ୟରତ ପତ୍ନୀଙ୍କ ଅଶ୍ରୁଳ ବିଦାୟ

ପାଇଲଟ୍ ସ୍ବାମୀଙ୍କୁ ସେନାରେ କାର୍ଯ୍ୟରତ ପତ୍ନୀଙ୍କ ଅଶ୍ରୁଳ ବିଦାୟ । ସେନା ପୋଷାକରେ ସ୍ବାମୀଙ୍କୁ ଜଣାଇଲେ ଶେଷ ଶ୍ରଦ୍ଧାଞ୍ଜଳି । ଫଟୋ ଧରି ଅନ୍ତିମ ଶୋଭାଯାତ୍ରାରେ ସାମିଲ ହେଲେ ପତ୍ନୀ । କାନ୍ଦି ପକାଇଥିଲେ ସେନାରେ କାର୍ଯ୍ୟରତ ପତ୍ନୀ।

Advertisment

ଦୁର୍ଘଟଣାରେ ମୃତ ପାଇଲଟଙ୍କୁ ଅଶ୍ରୁଳ ବିଦାୟ। ଜଣେ ସ୍ବାମୀଙ୍କୁ ସ୍ତ୍ରୀର ଓ ଜଣେ ପୁଅକୁ ବୁଢ଼ା ବାପାର ଅନ୍ତିମ ଶ୍ରଦ୍ଧାଞ୍ଜଳି। କେଦାରନାଥ ହେଲିକପ୍ଟର ଦୁର୍ଘଟଣାରେ ମୃତ
ପାଇଲଟ୍ ଲେଫ୍ଟେନାଣ୍ଟ କର୍ଣ୍ଣେଲ ରାଜବୀର ସିଂ ଚୌହ୍ବାନଙ୍କୁ ସେନାରେ କାର୍ଯ୍ୟରତ ପତ୍ନୀ ଓ ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ କ୍ୟାପଟେନ୍ ସୁମିତ ସବରୱାଲଙ୍କୁ ତାଙ୍କ ବାପା ଶ୍ରଦ୍ଧାଞ୍ଜଳି ଜଣାଇବା ବେଳେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ ।

Advertisment
Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ