କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକୁ ନେଇ ହୁଲସ୍ତୁଲ କାଶ୍ମୀର ଘାଟି। ସୁରକ୍ଷା ଓ ନ୍ୟାୟ ପାଇଁ ଜାଗା ଜାଗାରେ ପଣ୍ଡିତ ସଂପ୍ରଦାୟର ପ୍ରୋଟେଷ୍ଟ ମାର୍ଚ୍ଚ। ପ୍ରତିବାଦ ଶୋଭଯାତ୍ରା ବେଳେ ଶ୍ରୀନଗରରେ ପ୍ରଦର୍ଶନକାରୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ସେପଟେ ଏହାକୁ ନେଇ ରାଜନୀତି ବି ତେଜିଛି।