ରକ୍ତରେ ଭିଜିଲା ଲାଲଗଡ଼
Advertisment
ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲ ନାରାଣପୁରରେ ଗତ ତିନି ଦିନ ଧରି ଚାଲିଥିବା ଅପରେସନ୍ରେ ଟଳିଛନ୍ତି ବଛା ବଛା ଟପ୍ ମାଓ ନେତା। ଏନ୍କାଉଣ୍ଟରେ ମାଓନେତା ନାମ୍ବଲା କେଶବ ରାଓ ଓରଫ ବାସବରାଜୁଙ୍କ ସମେତ ୨୮ ଜଣ ମାଓବାଦୀଙ୍କୁ ନିପାତ କରିଛି ସେନା। ଫଳରେ ଏକ ଦଶନ୍ଧି ଭିତରେ ପ୍ରଥମ ଥର ପାଇଁ ମୁଖିଆ ବିହୀନ ହୋଇଯାଇଛି ମାଓ ସଙ୍ଗଠନ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us