Major Changes
Advertisment
ଜୁନ୍ ୧ ଅର୍ଥାତ୍ ଆଜିଠୁ ବଦଳିଯିବ ୫ଟି ନିୟମ । ପରିବର୍ତ୍ତନ ହେବ LPG ସିଲିଣ୍ଡରରୁ ନେଇ କ୍ରେଡିଟ୍ କାର୍ଡ, ଆଧାରକାର୍ଡ ଭଳି ନିୟମ । ଯାହାର ପ୍ରଭାବ ପ୍ରତ୍ୟେକ ଘର ଓ ଆପଣଙ୍କ ପକେଟ ଉପରେ ପଡ଼ିବ । ବିମାନ ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତି କିମ୍ବା ସମସ୍ୟା ସୃଷ୍ଟି କରିପାରେ। ବାସ୍ତବରେ ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସହିତ ଏୟାର ଟର୍ବାଇନ୍ ଇନ୍ଧନର ମୂଲ୍ୟ ସଂଶୋଧନ କରନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us