Advertisment

ବେଙ୍ଗଲର ଝିଅ, ଏବେ ଶ୍ରୀକ୍ଷେତ୍ର ବୋହୂ

ବେଙ୍ଗଲର ଝିଅ, ଏବେ ଶ୍ରୀକ୍ଷେତ୍ର ବୋହୂ । ପିନାକୀ- ମହୁଆଙ୍କ ପଡ଼ିଛି ହାତଗଣ୍ଠି । ଶ୍ରୀକ୍ଷେତ୍ରର ପୂର୍ବତନ ସାଂସଦଙ୍କୁ ବାହା ହୋଇ ଏବେ ଖୁବ୍‌ ଚର୍ଚ୍ଚାରେ ସାଂସଦ ମହୁଆ ମୋଇତ୍ରା । ଅନେକ ଦିନର ଗସିପ ପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ ।

ଅଦ୍ୟତନ ହୋଇଛି
Advertisment

ବେଙ୍ଗଲର ଝିଅ, ଏବେ ଶ୍ରୀକ୍ଷେତ୍ର ବୋହୂ । ପିନାକୀ- ମହୁଆଙ୍କ ପଡ଼ିଛି ହାତଗଣ୍ଠି । ଶ୍ରୀକ୍ଷେତ୍ରର ପୂର୍ବତନ ସାଂସଦଙ୍କୁ ବାହା ହୋଇ ଏବେ ଖୁବ୍‌ ଚର୍ଚ୍ଚାରେ ସାଂସଦ ମହୁଆ ମୋଇତ୍ରା । ଅନେକ ଦିନର ଗସିପ ପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ମହୁଆ ମଧ୍ୟ ବାହାଘର ପରେ ପ୍ରଥମ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ପିନାକୀ ମିଶ୍ର ତାଙ୍କ ହାତ ଧରି ଏକ କେକ୍ କାଟୁଥିବାର ଫଟୋ ପୋଷ୍ଟ କରିଛନ୍ତି ମହୁଆ । 

Advertisment
Marriage Pinaki Misra Mahua Moitra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ