Advertisment

Jawan Martyred in LoC: ପାକିସ୍ତାନ ଗୁଳିରେ ଭାରତୀୟ ଯବାନ ସହିଦ୍

ଜମ୍ମୁ ଓ କାଶ୍ମୀରରେ ନିୟନ୍ତ୍ରଣ ରେଖା LoCରେ ପାକିସ୍ତାନ ସେନା ଦ୍ବାରା ପ୍ରବଳ ଗୁଳିବର୍ଷାରେ ଜଣେ ବୀର ଯବାନ ସହିଦ। ବୀର ଯବାନ ଜଣଙ୍କ ହେଉଛନ୍ତି 5 ଫରଓ୍ୱାଡ୍ ରେଜିମେଣ୍ଟର ଲାନସ ନାୟକ ଦିନେଶ କୁମାର । ଏନେଇ ହ୍ବାଇଟ ନାଇଟ୍ କୋର ପକ୍ଷରୁ ସୂଚନା ଦିଆଯାଇଛି ।

ଅଦ୍ୟତନ ହୋଇଛି
Advertisment

ଜମ୍ମୁ ଓ କାଶ୍ମୀରରେ ନିୟନ୍ତ୍ରଣ ରେଖା LoCରେ ପାକିସ୍ତାନ ସେନା ଦ୍ବାରା ପ୍ରବଳ ଗୁଳିବର୍ଷାରେ ଜଣେ ବୀର ଯବାନ ସହିଦ। ବୀର ଯବାନ ଜଣଙ୍କ ହେଉଛନ୍ତି 5 ଫରଓ୍ୱାଡ୍ ରେଜିମେଣ୍ଟର ଲାନସ ନାୟକ ଦିନେଶ କୁମାର । ଏନେଇ ହ୍ବାଇଟ ନାଇଟ୍ କୋର ପକ୍ଷରୁ ସୂଚନା ଦିଆଯାଇଛି । ପାକିସ୍ତାନ ମାଟିରେ ପହଲଗାମ୍ ଆକ୍ରମଣରେ ବଦଲା ନେବା ପରେ ରକ୍ତମୁଖା ହୋଇଯାଇଛି ପାକିସ୍ତାନୀ ସେନା । ସୀମାରେ ଘନ ଘନ ଆକ୍ରମଣ କରୁଛି ।

Advertisment
Indian Army India Pakistan War Martyred
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ