Advertisment

ଛୋଟ ଗାଡ଼ି, ଛୋଟ ଘର, ଛୋଟ୍ ଅଫିସ । ମଣିଷ, କିନ୍ତୁ ବିଶାଳ ହୃଦୟର

"ଅନ୍ୟମାନଙ୍କ ସହିତ ବ୍ୟବହାରରେ, କଥାରେ ଦୟା, ସହାନୁଭୂତି ଏବଂ କରୁଣାର ଶକ୍ତିକୁ କଦାପି ଅବମୂଲ୍ୟାୟନ କରନି ।" ହଁ ଏମିତି ହିଁ ରତନ ଟାଟା ।

Advertisment

ଛୋଟ ଗାଡ଼ି, ଛୋଟ ଘର, ଛୋଟ୍ ଅଫିସ । ମଣିଷ, କିନ୍ତୁ ବିଶାଳ ହୃଦୟର । ଏ ମ୍ୟାନ୍ ଉଇଥ୍ ଗୋଲଡେନ୍ ହାର୍ଟ । ଉଦ୍ୟୋଗ ଜଗତର ଅମୂଲ୍ୟ ରତ୍ନ ରତନ ଟାଟା । ସେ କହିଥିଲେ, "ଯଦି ତୁମେ ଶୀଘ୍ର ଚାଲିବାକୁ ଚାହୁଁଛ, ଏକୁଟିଆ ଚାଲ, କିନ୍ତୁ ଯଦି ତୁମକୁ ବହୁ ଦୂର ଯିବାକୁ ଅଛି, ଏକାଠି ଚାଲ ।" ସେହିପରି "ଅନ୍ୟମାନଙ୍କ ସହିତ ବ୍ୟବହାରରେ, କଥାରେ ଦୟା, ସହାନୁଭୂତି ଏବଂ କରୁଣାର ଶକ୍ତିକୁ କଦାପି ଅବମୂଲ୍ୟାୟନ କରନି ।" ହଁ ଏମିତି ହିଁ ରତନ ଟାଟା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ