AAP
Advertisment
ଫୁସକି ଗଲା ମୁହଁ ଫୁଟାଣି। ଅଧୁରା ରହିଲା ପୁଣି 'ମୁଖ୍ୟମନ୍ତ୍ରୀ' ଆଶା। ଫେଲ୍ ହୋଇଗଲା 'ଦିଲ୍ଲୀ' ମଡେଲ୍। ଖତମ୍ ହୋଇଗଲା 'କେଜ୍ରିୱାଲ୍' ବ୍ରାଣ୍ଡ୍। ଗୋଟିଏ ଦଶନ୍ଧି ତଳେ ଯେଉଁ ଦୁର୍ନୀତି ବିରୋଧରେ ବିଷ ଉଗାରି କ୍ଷମତାର ସିଡ଼ି ଚଢ଼ିଥିଲେ, ଏବେ ସେଇ ଦୁର୍ନୀତି ଯୋଗୁ ମୁହଁ ମାଡ଼ି ପଡ଼ିଲେ। ମାଟି କାମୁଡ଼ିଲେ କେଜ୍ରିୱାଲ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us