Advertisment

ଆତଙ୍କୀ କରୁଛନ୍ତି ଗଣହତ୍ୟା ଯୋଜନା !

ଚର୍ଚ୍ଚିତ ଡାଲ ଲେକ ସହ ଗୁଲମାର୍ଗ, ସୋନମାର୍ଗ, ଦୁଧ୍ଦତ୍ରି ଓ ଭୈରିନାଗ ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ମନା କରାଯାଇଛି । କାଶ୍ମୀର ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଆତଙ୍କବାଦୀଙ୍କ ସ୍ଲିପର ସେଲ ସକ୍ରିୟ ଥିବା ଗୁଇନ୍ଦା ସୁତ୍ରରୁ ଜଣାପଡିଛି ।

Advertisment

କାଶ୍ମୀରରେ ଆତଙ୍କବାଦୀଙ୍କ ସ୍ଲିପର ସେଲ ଏବେ ବି ସକ୍ରିୟ । ପହଲଗାମ ଆକ୍ରମଣ ପରେ କାଶ୍ମୀରରେ ଆତଙ୍କବାଦୀଙ୍କ ସ୍ଲିପର ସେଲ ଏବେ ସକ୍ରିୟ । ଆଉ ଏକ ଗଣହତ୍ୟା କରିବାକୁ ଯୋଜନା କରୁଛନ୍ତି କି ଆତଙ୍କବାଦୀ ? ସୁରକ୍ଷା ଦୃଷ୍ଟିରୁ ୪୮ପର୍ଯ୍ୟଟନସ୍ଥଳୀକୁ ବନ୍ଦ କରିଛନ୍ତି କାଶ୍ମୀର ସରକାର । ପୂରା କାଶ୍ମୀରରେ ଏବେ ହାଇ ଆଲର୍ଟ । ଚର୍ଚ୍ଚିତ ଡାଲ ଲେକ ସହ ଗୁଲମାର୍ଗ, ସୋନମାର୍ଗ, ଦୁଧ୍ଦତ୍ରି ଓ ଭୈରିନାଗ ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ମନା କରାଯାଇଛି । କାଶ୍ମୀର ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଆତଙ୍କବାଦୀଙ୍କ ସ୍ଲିପର ସେଲ ସକ୍ରିୟ ଥିବା ଗୁଇନ୍ଦା ସୁତ୍ରରୁ ଜଣାପଡିଛି ।

Advertisment
Pakistan Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ