Advertisment

ଫେଲ୍‌ ହେଲେ କେକ୍‌ କାଟିଲେ

ଏ ସେଲିବ୍ରେସନ୍‌ ହେଉଛି ବିଫଳତାର। ମାଟ୍ରିକ୍‌ରେ ପୁଅ ଫେଲ୍‌ ହେବା ପରେ ଗାଳିଗୁଳଜ ନ କରି ତା’ର ମନୋବଳ ବଢ଼ାଇବା ପାଇଁ କେକ୍‌ କାଟି ଖୁସି ମନାଇଛନ୍ତି ପରିବାର।

Advertisment

ଥୁଆ ହୋଇଛି ଦୁଇ ଦୁଇଟି କେକ୍। ସାଙ୍ଗରେ ଠିଆ ହୋଇଛନ୍ତି ବାପା-ମା। ସାହି ପଡିଶା ଓ ବନ୍ଧୁବାନ୍ଧ। କେକ୍‌ କାଟି ପୁଅକୁ ଖୁଆଉଛନ୍ତି ସମସ୍ତେ। ଚାଲିଛି ସେଲିବ୍ରେସନ୍‌। ସମସ୍ତେ ହସଖୁସିରେ ମସଗୁଲ ଅଛନ୍ତି। ହେଲେ ଏହା କୌଣସି ବାର୍ଥଡେ କିମ୍ବା ସଫଳତାର ସେଲିବ୍ରେସନ୍‌ ନୁହେଁ। ଏ ସେଲିବ୍ରେସନ୍‌ ହେଉଛି ବିଫଳତାର। ମାଟ୍ରିକ୍‌ରେ ପୁଅ ଫେଲ୍‌ ହେବା ପରେ ଗାଳିଗୁଳଜ ନ କରି ତା’ର ମନୋବଳ ବଢ଼ାଇବା ପାଇଁ କେକ୍‌ କାଟି ଖୁସି ମନାଇଛନ୍ତି ପରିବାର।  

Advertisment
Karnataka
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ