Advertisment

Pakistan Spy: ଆତଙ୍କୀ ହାଫିଜ ସୟିଦର ହେଡକ୍ୱାର୍ଟର ଯାଉଥିଲେ ଜ୍ୟୋତି ମାଲହୋତ୍ରା !

ସୁନ୍ଦର ସରଳ ଚେହେରା । ଚିକ୍କଣିଆ କଥା କହି ବନାଉଥିଲେ ବୋକା । ତଥ୍ୟ ଆଦୟ କରି ଦେଉଥିଲେ ଶତ୍ରୁକୁ । ସାମାନ୍ୟ ବ୍ଲଗରରୁ ବନି ଥିଲେ ଭିଆଇପି । ପାକିସ୍ତାନରେ ମିଳୁଥିଲା ଖାସ୍ ଟ୍ରିଟମେଣ୍ଟ ।

Advertisment

ସୁନ୍ଦର ସରଳ ଚେହେରା । ଚିକ୍କଣିଆ କଥା କହି ବନାଉଥିଲେ ବୋକା । ତଥ୍ୟ ଆଦୟ କରି ଦେଉଥିଲେ ଶତ୍ରୁକୁ । ସାମାନ୍ୟ ବ୍ଲଗରରୁ ବନି ଥିଲେ ଭିଆଇପି । ପାକିସ୍ତାନରେ ମିଳୁଥିଲା ଖାସ୍ ଟ୍ରିଟମେଣ୍ଟ । ଦିଲ୍ଲୀରୁ ଆରମ୍ଭ କରି ଅମ୍ବାଲା । ଲାହୋରରୁ ଆରମ୍ଭ କରି କରାଚୀ । ବନ୍ଧୁ ଗୋଟାଇ ଚାଲିଥିଲେ, ଆଉ କରୁଥିଲେ ତଥ୍ୟ ଲିକ୍‌ । ଗିରଫ ପରେ ଖୋଲୁଛି ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କ ଗୋଟିଏ ପରେ ଗୋଟିଏ ପାକିସ୍ତାନ ଲିଙ୍କ୍ ପେଡ଼ି । ଅପରେସନ୍‌ ସିନ୍ଦୂର ପୂର୍ବରୁ ଶତ୍ରୁକୁ ଦେଇଥିଲେ ବ୍ଲାକ୍‌ଆଉଟ୍‌ ସୂଚନା । ଆଉ ଭାରତ ବିରୋଧରେ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ ମିଶି ରଚୁଥିଲେ ଷଡ଼ଯନ୍ତ୍ର ।  

Advertisment
Pakistan India Pakistan News Jyoti Malhotra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ