Advertisment

ଜ୍ୟୋତି ମାଲହୋତ୍ରାଙ୍କୁ ସୁରକ୍ଷା ଦେଉଥିଲା ପାକ୍ ପୋଲିସ୍

ପାକିସ୍ତାନୀ ଜାସୁସ୍ ଜ୍ୟୋତି ମାଲହୋତ୍ରାଙ୍କୁ ସୁରକ୍ଷା ଦେଉଥିଲା ପାକ୍ ପୋଲିସ୍ । ଜ୍ୟୋତି ପାକିସ୍ତାନ ଯାଇଥିବା ବେଳେ ଲାହୋରରେ ତାଙ୍କୁ ଘେରି ରହିଥିଲେ ସେଠାକାର ୬ ଜଣ ପୋଲିସ କମାଣ୍ଡୋ । ଲାହୋରର ଅନାରକଲି ବଜାରରେ ଜ୍ୟୋତି ବୁଲି ବ୍ଲଗିଂ କରୁଥିବା ବେଳେ ତାଙ୍କ ସହିତ ଛାଇ ପରି ରହିଥିଲେ ଏକ-୪୭ ଧରିଥିବା ଯବାନମାନେ ।

Jyoti Malhotra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ