Special Story: Indian Security Agencies Identify LeT Leaders Behind Pahalgam Attack
Advertisment
ପହଲଗାମ ଆକ୍ରମଣରେ ୩ ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଚିହ୍ନଟ କରିଛି ଭାରତର ସୁରକ୍ଷା ଏଜେନ୍ସି । ଲସ୍କର-ଇ-ତୋଇବା ମୁଖ୍ୟ ହାଫିଜ ସୟଦ, ଡେପୁଟି ସୈଫୁଲା କସୁରି ଓ ହାସିମ ମୂଷା ଏଇ ୩ ଜଣ ହିଁ ଆକ୍ରମଣ ପଛର ମାଷ୍ଟରମାଇଣ୍ଡ । ପାକିସ୍ତାନରେ ରହି ହାଫିଜ ସୟଦକରିଥିବା ଷଡଯନ୍ତ୍ରକୁ ହାସିମ ମୂଷା ଷଡଯନ୍ତ୍ରକୁ ଆନଜାମ ଦେଇଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us