ଅଦ୍ୟତନ ହୋଇଛି
Indian Navy
Advertisment
ସୀମା ପାର୍ରେ ଥାଇ ପାକିସ୍ତାନରେ କାଉଣ୍ଟର ଆଟାକ୍ କରୁଥିଲା ବାୟୁସେନା । ସ୍ଥଳସେନା ଏଲ୍ଓସିରେ ଦେଉଥିଲା ମୁହଁତୋଡ ଜବାବ । ଆଉ ଏପଟେ ଆକ୍ସନ ଅପେକ୍ଷାରେ ରହିଥିଲା ନୌସେନା । ନେଭି ଟାର୍ଗେଟ୍ରେ ଥିଲା କରାଚୀ । ଭାରତକୁ ଯଦି ଆଉ ଟିକେ ବି କ୍ଷତି ପହଞ୍ଚାଇଥାନ୍ତା ତା’ହାଲେ ଉଡିଥାନ୍ତା ପାକିସ୍ତାନର ହାର୍ଟ କୁହାଯାଉଥିବା କରାଚୀ ସିଟି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us