Advertisment

Boycott Turkey: ଗଦ୍ଦାର ତୁର୍କୀର ଗାଲକୁ ଭାରତୀୟଙ୍କ ଶକ୍ତ ଚାପୁଡ଼ା

ଗଦ୍ଦାର ତୁର୍କୀର ଗାଲକୁ ଭାରତୀୟଙ୍କ ଶକ୍ତ ଚାପୁଡ଼ା । ପାକିସ୍ତାନକୁ ସାହାଯ୍ୟ କରି ନାମ ନେଲା ତୁର୍କୀ । ବିକ୍ରି ହେଉନି ତୁର୍କୀ ଆପଲ୍, ଟ୍ରାଭେଲ ପ୍ଲାନ ହେଉଛି କ୍ୟାନସଲ୍ ।

ଅଦ୍ୟତନ ହୋଇଛି
Advertisment

ଭାରତକୁ ଧୋକା ଦେଇ ଶତୃ ପାକିସ୍ତାନର ସହଯୋଗ କରିବା ତୁର୍କୀ ପାଇଁ ପଡ଼ିଗଲା ମହଙ୍ଗା । ପହଲଗାମ ଆକ୍ରମଣର ପ୍ରତିଶୋଧରେ ଭାରତ 'ଅପରେସନ୍ ସିନ୍ଦୂର' ଆରମ୍ଭ କରିଥିଲା ଏବଂ POKରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା । ସେହି ସମୟରେ, ଅଧିକାଂଶ ଦେଶ ଭାରତର ଏହି ପଦକ୍ଷେପକୁ ସମର୍ଥନ କରିଥିବା ବେଳେ କିଛି ଦେଶ ପାକିସ୍ତାନ ସହିତ ଠିଆ ହୋଇଥିବାର ଦେଖାଯାଇଥିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତିରେ ତୁର୍କୀ ପାକିସ୍ତାନକୁ ଖୋଲାଖୋଲି ସାହାଯ୍ୟ କରିଥିଲା ।

Advertisment
India Pakistan War Turkey Boycott
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ