Advertisment

ଭାରତ ଷ୍ଟ୍ରାଇକରେ ତୁର୍କୀର ଡ୍ରୋନ ଅପରେଟର ସଫା

ତୁର୍କୀର ଦୁଇ ଡ୍ରୋନ ଅପରେଟର ଭାରତର ଏୟାର ଷ୍ଟ୍ରାଇକରେ ନିପାତ ହୋଇଥିବା ସୂଚନା ମିଳିଛି ।

Advertisment

ଭାରତ ଷ୍ଟ୍ରାଇକରେ ତୁର୍କୀର ଡ୍ରୋନ ଅପରେଟର ସଫା । ପାକିସ୍ତାନ ମାଟିରୁ ଭାରତ ବିରୋଧରେ ଡ୍ରୋନ ଆକ୍ରମଣ ବେଳେ ଡ୍ରୋନ ଅପରେଟ କରୁଥିବା ତୁର୍କୀର ଦୁଇ ଡ୍ରୋନ ଅପରେଟର ଭାରତର ଏୟାର ଷ୍ଟ୍ରାଇକରେ ନିପାତ ହୋଇଥିବା ସୂଚନା ମିଳିଛି । 

Advertisment
India India Pakistan War Turkey Air Strike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ