ଉଡ଼ିଗଲେ ଶୁଭାଂଶୁ, ଭୋ ଭୋ କାନ୍ଦିଲେ ମା’
Advertisment
ମା’ ଆଖିରୁ ଝରିଯାଉଛି ଖୁସିର ଲୁହ । ତା’ ପଣତକାନି ତଳେ ବଡ଼ ହୋଇଥିବା ଅଝଟିଆ ସୁନା ପୁଅଟା ଆଜି ମହାକାଶକୁ ଉଡ଼ିଯାଇଛି । ବାପା-ମା’ଙ୍କ ନାଁ ରଖିଛି । ଆଉ ସାରା ବିଶ୍ବରେ ନିଜର ନାଁକୁ ଚମକାଇଛି । ପୁଅର ଏତେ ବଡ଼ ସଫଳତାକୁ ଦେଖି ଓଠରେ ଚେନାଏ ହସ ରଖି ଆଖିରୁ ଠପ୍ଠପ୍ ଲୁହ ଝରାଉଛନ୍ତି ମା’ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us