Advertisment

Flood Alerts: ଏୟାର ଷ୍ଟ୍ରାଇକ୍ ପରେ ୱାଟର୍ ଷ୍ଟ୍ରାଇକ୍, ବନ୍ୟାରେ ଉବୁଟୁବୁ ହେବ ପାକିସ୍ତାନ !

ଏୟାର ଷ୍ଟ୍ରାଇକ୍ ପରେ ଭାରତର ୱାଟର୍ ଷ୍ଟ୍ରାଇକ୍ । ଏକା ଥରକେ ଚେନାବ ନଦୀର ୨୮ ହଜାର କ୍ୟୁସେକ୍ ପାଣି ଛାଡିଛି ଭାରତ । ପାକିସ୍ତାନରେ ବନ୍ୟା ଆଲର୍ଟ ।

ଅଦ୍ୟତନ ହୋଇଛି
Advertisment

ଭାରତ ସହ ପଙ୍ଗା ନେବାର ସଜ୍ଜା ଭୋଗିବ ପାକିସ୍ତାନ । ଆତଙ୍କୀ ଆଡ୍ଡା ଉଡାଇବା ପରେ ଏବେ ଚେନାବ ନଦୀ ପାଣିରେ ପାକିସ୍ତାନ ବୁଡିବ। ପ୍ରାୟ ୨୪ ଘଣ୍ଟା ପାଣି ବନ୍ଦ କରିବା ପରେ ଭାରତ ହେଡ୍ ମାରାଲାରେ ଚେନାବ ନଦୀରୁ ୨୮ହଜାର  କ୍ୟୁସେକ୍ ଜଳ ଛାଡିଛି। ଫଳରେ ପାକିସ୍ତାନର ବିଭିନ୍ନ ଜିଲ୍ଲାରେ ବନ୍ୟା ଆଶଙ୍କା କରି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଦେଇଛି ପାକିସ୍ତାନ । ସିଆଲକୋଟ, ଗୁଜରାଟ ଏବଂ ହେଡ୍ କାଦିରାବାଦ ଭଳି ବିଭିନ୍ନ ଜିଲ୍ଲାକୁ ସମ୍ଭାବ୍ୟ ବନ୍ୟାର ଚେତାବନୀ ଦେଇଛି ।

Advertisment
Pakistan India Pakistan War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ