Advertisment

Spy Network: ଭାରତରେ ଛାଇଛନ୍ତି ପାକିସ୍ତାନୀ ଗୁପ୍ତଚର, ବନ୍ଧା ହେଲେଣି ୧୧

ଭାରତରେ ଛାଇଛନ୍ତି କି ପାକିସ୍ତାନ ଗୁପ୍ତଚର ? ଦେଶର ଅନେକ ରାଜ୍ୟରେ ଏବେ ବି ସକ୍ରିୟ ଅନେକ ଚୋରା ତଥ୍ୟ ପ୍ରଦାନକାରୀ । ଏବେ ସୁଦ୍ଧା ବନ୍ଧା ହେଲେଣି ୧୧ ଜଣ । ଆଗକୁ ଆହୁରି ଲମ୍ବିପାରେ ଏହି ତାଲିକା ।

Advertisment

ଭାରତରେ ଛାଇଛନ୍ତି କି ପାକିସ୍ତାନ ଗୁପ୍ତଚର ? ଦେଶର ଅନେକ ରାଜ୍ୟରେ ଏବେ ବି ସକ୍ରିୟ ଅନେକ ଚୋରା ତଥ୍ୟ ପ୍ରଦାନକାରୀ । ଏବେ ସୁଦ୍ଧା ବନ୍ଧା ହେଲେଣି ୧୧ ଜଣ । ଆଗକୁ ଆହୁରି ଲମ୍ବିପାରେ ଏହି ତାଲିକା । ପହଲଗାମ ଆତଙ୍କବାଦୀ ହମଲା ପରେ ସେନା, ସରକାର ଓ ସମସ୍ତ ରାଜ୍ୟର ପୋଲିସ ଏବେ ଆଲର୍ଟ ଅଛନ୍ତି । ଆଉ ଏତିକି ବେଳେ ଦେଶ ପାଇଁ ଚ୍ୟାଲେଞ୍ଜ ପାଲଟିଲେଣି ପାକିସ୍ତାନୀ ଗୁପ୍ତଚରମାନେ । 

Advertisment
Pakistan Jyoti Malhotra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ