Advertisment

ଓଡ଼ିଶାରେ ବିକଶିତ ହେଲା କାଉଣ୍ଟର-ଡ୍ରୋନ୍ ସିଷ୍ଟମ୍

ମେକ ଇନ ଇଣ୍ଡିଆ ଯୋଜନାରେ ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ଏହି ଅସ୍ତ୍ର ଯେ କୌଣସି ଡ୍ରୋନକୁ ନଷ୍ଟ କରିବାର କ୍ଷମତା ରଖିଥାଏ। ବୁଧବାର 'ଭାର୍ଗବାସ୍ତ୍ର'ର ସଫଳ ପରୀକ୍ଷଣ ହୋଇଛି।

Advertisment

ଆହୁରି ଶକ୍ତିଶାଳୀ ହେବ ଭାରତର ଏୟାର ଡିଫେନ୍ସ ସିଷ୍ଟମ। ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନାର ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମର ଉଦାହରଣ ସମଗ୍ର ବିଶ୍ବ ଦେଖିଥିଲା। ଭାରତର ଉତ୍ତର ଓ ପଶ୍ଚିମ ପ୍ରାନ୍ତରେ ସୁରକ୍ଷା ପ୍ରାଚୀର ଭଳି ଠିଆ ହୋଇଥିଲେ S400 ସୁଦର୍ଶନ ଚକ୍ର ସହ SAMAR, ଆକାଶ, ପେଚୋରା ଓ C-UAS ଗ୍ରୀଡ୍ ଏୟାର ଡିଫେନ୍ସ ସିଷ୍ଟମ। ଏହା ସହିତ ଏବେ ଯୋଡି ହୋଇଯିବ ଆଉ ଏକ ଅସ୍ତ୍ର। ଏହାର ନାମ ହେଉଛି ଭାର୍ଗବାସ୍ତ୍ର ।

Advertisment
Odisha Make In India Anti Drone System
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ