ଅଦ୍ୟତନ ହୋଇଛି
India Air Strike
Advertisment
ସାମ୍ନାକୁ ଆସିଲା ଆଉ କିଛି ସାଟେଲାଇଟ୍ ଇମେଜ୍ । ଭାରତର ଆକ୍ରମଣରେ କିଭଳି ଧ୍ବସ୍ତବିଧ୍ବସ୍ତ ହୋଇଛି ପାକିସ୍ତାନର ମୁରିଦକେ ସ୍ଥିତ ମରକଜ ତୈବା । ପହଲଗାମ୍ରେ ନିରୀହ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ହତ୍ୟା କରିବା ପରେ ପାକିସ୍ତାନ ପ୍ରାୟୋଜିତ ଏହି ଆତଙ୍କବାଦୀ ହମଲାର କଡ଼ା ଗଣ୍ଡା ହିସାବ କରିଛି ଭାରତ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us