Chandrayaan-3
Advertisment
ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଯୋଡ଼ିହେଲା ନୂଆ ଅଧ୍ୟାୟ । ସଫଳ ହେଲା ଚନ୍ଦ୍ରୟାନ-୩ର ପ୍ରଥମ ପର୍ଯ୍ୟାୟ। ତୃତୀୟ ଚନ୍ଦ୍ରୟାନକୁ ପୃଥିବୀ ପୃଷ୍ଠରୁ ନେଇ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କଲା ଇସ୍ରୋର ଭରସାଯୋଗ୍ୟ ସର୍ବବୃହତ ରକେଟ୍ LVM3-M4। ଉତକ୍ଷେପଣ ସମୟରେ ଇସ୍ରୋର ବୈଜ୍ଞାନିକ, ଅଧ୍ୟକ୍ଷ ଓ ବହୁ ପୂର୍ବତନ ଅଧ୍ୟକ୍ଷଙ୍କ ସହ ଉପସ୍ଥିତ ଥିଲେ ନିଜେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂ । ଚନ୍ଦ୍ରଯାନ-୩ ଆଜିଠୁ ଜହ୍ନରାଇଜ ଅଭିମୁଖେ ଯାତ୍ରା
ଆରମ୍ଭ କରିଥିବା ବେଳେ, ଏବେ ସାରା ଦେଶର ଅପେକ୍ଷା ରହିବ ଅଗଷ୍ଟ ୨୩ ସଫ୍ଟଲ୍ୟାଣ୍ଡିଂକୁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us