Deadliest Missiles
Advertisment
ପହଲଗାମ ଆକ୍ରମଣର କାର୍ପଟଦାର ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ଭାରତ । ନିଜର ବିଧ୍ୱଂସୀ କ୍ଷେପଣାସ୍ତ୍ର ବଳରେ ପାକିସ୍ତାନକୁ ଅସ୍ତ୍ର ବିରତିର ଭିକ ମଗାଇଛି । ଆଉ ଭାରତୀୟ ମିସାଇଲର ପାରିବା ପଣିଆକୁ ଦେଖି ଆଶ୍ଚର୍ଯ୍ୟଚକିତ ସାରା ବିଶ୍ୱ । ଆଜି ଆସନ୍ତୁ ଜାଣିବା ଭାରତ ପାଖରେ ଥିବା ସେହି ୯ଟି ବ୍ରହ୍ମାସ୍ତ୍ର ବା ମିଶାଇଲ୍ ସମ୍ପର୍କରେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us